Browsing Tag

kuchinda

ସମ୍ବଲପୁର: ନାଳରେ ଭାସିଗଲା କାର୍, ୨ ଜଣଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ନକଟିପାଲି ନାଳାରେ ଗତକାଲି ସନ୍ଧ୍ୟାରେ ଏକ କାର ପାରି ହେଉଥିବାବେଳେ ପାଣି ସ୍ରୋତରେ  ଭାସିଯାଇଥିଲା। ରାତିସାରା ଅଗ୍ନିଶମ ବିଭାଗ,ପୋଲିସ ଖୋଜାଖୋଜି କରିବା ପରେ ଆଜି ସକାଳୁ ପାଣି ଭିତରେ ଥିବା କାରଭିତରୁ ଦୁଇଜଣଙ୍କର ମୃତଦେହ ଉଦ୍ଧାର…

ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର

କୁଚିଣ୍ଡା(କେନ୍ୟୁଜ୍):   ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା । ଜବତ ଗାଡ଼ିର ଜରିମାନା ରାଶିକୁ କମାଇ ଦେବାକୁ କହି ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ତାଙ୍କୁ…

ଗଛରୁ ଡେଇଁ ମାନସିକ ଅନଗ୍ରସରଙ୍କ ଭାଙ୍ଗିଲା ଅଣ୍ଟା ଓ ଗୋଡ଼, ଉଦ୍ଧାର କଲା ଅଗ୍ନିଶମ

କୁଚିଣ୍ଡା(କେ.ନ୍ୟୁଜ): ଗଛରୁ ଡେଇଁ ମାନସିକ ଅନଗ୍ରସର ଗୁରୁତର। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି (ଭାଟିପଡ଼ା) ନିକଟରେ ଥିବା ଏକ ବିରାଟ ବରଗଛରେ ଜଣେ ପ୍ରାୟ ୩୦ ବର୍ଷୀୟ ମାନସିକ ଅନଗ୍ରସର ଯୁବକ ହଠାତ ଚଢ଼ି ଯାଇଥିଲା। ମାତ୍ର ସେ ଓହ୍ଲାଇବାକୁ ଚେଷ୍ଟା କରୁଥିବା…

ଝାରମୁଣ୍ଡା ହତ୍ୟାକାଣ୍ଡ ଘଟଣାର ହେଲା ପର୍ଦ୍ଦାଫାସ୍, ଗିରଫ ପରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

କୁଚିଣ୍ଡା: ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ପଧାନପାଲି ଝାରମୁଣ୍ଡା ଗ୍ରାମରେ ବାଇଗଣ ବାଡିରେ ପର୍ବତପଡାର ସନ୍ତୋଷ ଟପ୍ପୋ(୭୦) ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୋଲିସ । ହତ୍ୟାକାଣ୍ଡ ଘଟଣାରେ ଝାରମୁଣ୍ଡା ଗ୍ରାମର ଟଙ୍କଧର ରଣବିଡା,ପବିତ୍ର  ପ୍ରଧାନ,ଅଲେଖ ପ୍ରଧାନ…

କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ ସଫଳତା, କିସ୍‌ର ତିନି ଛାତ୍ରୀ ସମ୍ବର୍ଦ୍ଧିତ

କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା କିସ୍‌ର ତିନି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା। କୁଚିଣ୍ଡା ବ୍ଲକର ତିନି ପ୍ରତିଭାବାନ ଖେଳାଳି ଓ କିସ୍‌ ଛାତ୍ରୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଟାଇଁସର ପଞ୍ଚାୟତ କଦୋପଡ଼ା ଗାଁର କରିସ୍ମା କିଶାନ ଭୁବନେଶ୍ୱର…

ସ୍କୁଲ ଯିବା ବେଳେ ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଗୁରୁତର

କୁଚିଣ୍ଡା : ମହୁମାଛି ଆକ୍ରମଣରେ ତିନି ଜଣ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲକୁ ପାଠ ପଢ଼ିବାକୁ ଯାଉଥିବା ବେଳେ ରାସ୍ତାରେ ସେମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରୀଗୁଡା ଗାଁରୁ ୨ ଜଣ ଦଶମ ଶ୍ରେଣୀର ଛାତ୍ରୀ ଏବଂ ପଣ୍ଡରୀକଟା ଗାଁର ଜଣେ ଦଶମ…

ନାବାଳିକାକୁ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗରେ ଜଣେ ମହିଳା ଓ ହୋମଗାର୍ଡ଼ ଗିରଫ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଜ୍ୟୋତିପଡା ଠାରେ ଜଣେ ନାବାଳିକାକୁ ଅନ୍ୟ ଜଣେ ମହିଳା ଜୋର ଜବରଦସ୍ତ ନିଜ କବଜାରେ ରଖି ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ସେହି ସ୍ଥାନରୁ ନାବାଳିକା ଜଣକ ଖସିଆସି ବସଷ୍ଟାଣ୍ଡରେ ବସି କାନ୍ଦୁଥିଲା। ତାକୁ ଦେଖି…

କୁଚିଣ୍ଡା : ଚିନ୍ତାମଣିଙ୍କ ମୃତ୍ୟୁ କିଭଳି ହେଲା ? ମାଟି ତଳୁ ଶବ ବାହାର କରି ତଦନ୍ତ ଆରମ୍ଭ କଲା ପୋଲିସ୍‌, ସନ୍ଦେହ…

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସଗରା ପଞ୍ଚାୟତ ବୁଣ୍ଡୁକାମାଲ ଗ୍ରାମରେ ଗତ ୧୭ ତାରିଖ ଘଟିଥିବା ଏକ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଇଛି। ମୃତ୍ୟୁର ସନ୍ଦେହଜନକ ଥିବା ନେଇ ଅଭିଯୋଗ ହେବା ପରେ ଆଜି ପୋଲିସ୍‌ ମାଟିତଳୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ…

ପୋଷ୍ଟଅଫିସ ଏଟିଏମ୍‌ ଭିତରେ ନାଗସାପ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

କୁଚିଣ୍ଡା(କେନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପଞ୍ଚମୁଖୀ ଛକରେ ଥିବା ପୋଷ୍ଟ ଅଫିସର ଏଟିଏମ୍‌ରୁ  ନାଗସାପ ଉଦ୍ଧାର କଲେ ବନବିଭାଗ। ଟଙ୍କା କାଢିଲା ବେଳେ ଲୋକେ ଏକ ୫ ଫୁଟ ଲମ୍ବର ନାଗସାପ ଥିବାର ଦେଖିଥିଲେ । ଯାହାଦ୍ୱାରା ଲୋକମାନେ ସେଠାରେ ଆଉ ଟଙ୍କା ନକାଢି ଆଖପାଖରେ ଥିବା ଲୋକଙ୍କୁ…

କୁଚିଣ୍ଡାରେ ଟ୍ରିପଲ ମର୍ଡର: ଜମିବାଡି କାରଣରୁ ଟାଙ୍ଗିଆରେ ହାଣିଲା ପଡୋଶୀ

ସମ୍ବଲପୁର(କେନ୍ୟୁଜ୍): କୁଚିଣ୍ଡାରେ ଟ୍ରିପଲ ମର୍ଡର। ଜମିବାଡି ବିବାଦରୁ ୩ ଜଣକୁ ଟାଙ୍ଗିଆ ହାଣିଲା ପଡୋଶୀ । ତିନି ଜଣ ହେଲେ ଗୋଟିଏ ପରିବାର ଝିଅ,ଜ୍ବାଇଁ ଓ ଶାଶୁ ବୋଲି ଜଣାପଡିଛି।  ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗାଁର ପିରୁବତୀ ବେହେରା (୫୬)ଶାଶୁ ,ଗିରିଧାରୀ ସାହୁ (୪୫)ଜୋଇଁ,…

କୁଚିଣ୍ଡା: ଲୁଟ୍‌ ହେଉଥିବା ବେଳେ କେନ୍ଦୁପତ୍ର ବୋଝେଇ ଗାଡ଼ି ଜବତ, ଅଭିଯୁକ୍ତ ଫେରାର

କୁଚିଣ୍ଡା(କେନ୍ୟୁଜ୍‌): କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ସୋଲବଗା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଉତ୍ତର ଗାଁ ଫଡ଼ିରୁ ଲୁଟ ହୋଇଥିବା କେନ୍ଦୁପତ୍ରକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାମରା ବ୍ଲକ ଜରାବଗା ପଞ୍ଚାୟତ…

ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କୁଚିଣ୍ଡା(କେନ୍ୟୁଜ୍‌): କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ଝାରମୁଣ୍ଡା ଓ ତବଲାକଟା ମଝି ରାସ୍ତାକଡରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୁଚିଣ୍ଡାର ଅକ୍ଷୟ ପାଣି। ସେ ପିକଅପ ଗାଡିର ଡ୍ରାଇଭର ବୋଲି ଜଣାପଡିଛି। ମୃତଦେହ…