Browsing Tag

kuhudi village

ଖୋରଧା ଜିଲ୍ଲା ପୋଲିସ ଦ୍ଵାରା କୁହୁଡି ଗ୍ରାମରେ ମାକ୍ସ, ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ

ଟାଙ୍ଗୀ,  (କେ ନ୍ୟୁଜ ) : ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ କୁହୁଡି ପୋଲିସ ଫାଣ୍ଡି ତରଫରୁ କୁହୁଡି ଗ୍ରାମ୍ୟ ବ୍ୟାଙ୍କ, ଏସ.ବି. ଆଇ କିୟୌସ୍କୋ ବ୍ୟାଙ୍କ ଓ ବିଭିନ୍ନ ଜାଗାରେ ନିରାଶ୍ରୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପାଣି, ଓ ମାସ୍କ ବଣ୍ଟନ କରିବା ସହ ଜନସାଧାରଣଙ୍କୁ କରୋନା ବିଷୟରେ…