Browsing Tag

kuldeep ipseeta engagement

କୁଲଦୀପ୍‌ଙ୍କୁ ମିଳିଲା ‘ସମ୍ମୋହିନୀ’, ସାକ୍ଷୀଗୋପାଳ ମନ୍ଦିରରେ ସରିଲା ନିର୍ବନ୍ଧ

ଓଲିଉଡ୍‌ରେ ପୁଣିଥରେ ବାଜିବାକୁ ଯାଉଛି ଶେହନାଇ। ଓଲିଉଡ୍‌ ଜଗତର ଜଣାଶୁଣା ଦୁଇ କଣ୍ଠଶିଳ୍ପୀ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ପ୍ରେମୀ ଯୁଗଳ ହେଉଛନ୍ତି କଣ୍ଠ ଶିଳ୍ପୀ କୁଲଦୀପ୍‌ ପଟ୍ଟନାୟକ ଓ ଇପ୍‌ସିତା ପଣ୍ଡା। ଓଡ଼ିଆ ଫିଲ୍ମ ଜଗତକୁ ଭଲ ପାଉଥିବା ଲୋକମାନେ…