Browsing Tag

kulfi in summer

ଲକଡାଉନରେ ବାହାରକୁ ନ ଯାଇ ଘରେ ଥିବା ଜିନିଷରେ ବନାନ୍ତୁ ଟେଷ୍ଟି ଥଣ୍ଡା ଥଣ୍ଡା କୁଲଫି

ଗରମ ଦିନ ଆସିଗଲାଣି। ଆଉ ଗରମରେ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ବହୁତ ଭଲ ଲାଗିଥାଏ। ଆଇସକ୍ରିମ ଓ କୁଲଫି ଖାଇବାର ମଜା ତ ଅଲଗା ପ୍ରକାର। କିନ୍ତୁ ଲକଡାଉନ ଚାଲିଥିବା କାରଣରୁ ଘରୁ ବାହାରକୁ ଯାଇ କୁଲଫି ଆଣିବା ମୁସ୍କିଲ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଘରେ କୁଲଫି ବନାଇବା ରେସିପି ଜଣାଇବୁ। ତେବେ…