Browsing Tag

Kulthi Dal Benefits

ଡାଏଟରେ ସାମିଲ କରନ୍ତୁ କୋଳଥ ଡାଲି, ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିବାରେ ହୁଏ ସହାୟକ

ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ। ଏହିସବୁ ଡାଲି ଛଡା କୋଳଥ ଡାଲି ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହି ଡାଲିର ଫାଇଦା ଆପଣଙ୍କୁ ଫିଟ୍‌ ରହିବା ସହିତ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଶରୀରର ଅନେକ…