Browsing Tag

KUMAR PURNIMA NIGHT

କୁମାର ପୂର୍ଣ୍ଣିମା ଚାନ୍ଦର କିରଣରେ ଝଲସୁଛି ପରିବେଶ

ଭୁବନେଶ୍ବର (କେନ୍ୟୁଜ୍) : ଆଜି କୁମାର ପୂର୍ଣ୍ଣିମା । ପୂର୍ଣ୍ଣିମା ଚାନ୍ଦର କିରଣରେ ଝଲସୁଛି ସରା ପରିବେଶ । ଆଉ କୁମାରୀମାନେ ସନ୍ଧ୍ୟାରେ ଚାନ୍ଦ ପୂଜା କରି ଖଇ ବା ଲିଆ ଆଞ୍ଜୁଳି ଟେକି ଏବେ ଖୁସି ମନାଇବାରେ ବ୍ୟସ୍ତ ।  ଘରେ ଘରେ ପିଠାପଣାର ଆସର । ସବୁ ଝିଅ ପିନ୍ଧିଛନ୍ତି ନୂଆ ପୋଷାକ ।…