Browsing Tag

kumaraswamy government falls

ଭାଙ୍ଗିଲା କୁମାରସ୍ବାମୀଙ୍କ ସରକାର, ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକରେ ମାସେ ହେଲା ଚାଲିଥିବା ନାଟକର ଯବନିକା ପଡ଼ିଛି । ଭାଙ୍ଗିଯାଇଛି କୁମାରସ୍ୱାମୀଙ୍କ ୧୪ ମାସର ମେଣ୍ଟ ସରକାର। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିଶ୍ୱାସ ମତ ହାସଲ କରି ପାରିଲା ନାହିଁ । ଆସ୍ଥା ଭୋଟ ସପକ୍ଷରେ ୯୯ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ୍‌ ପଡିଛି । ଆସ୍ଥା ଭୋଟ…