Browsing Tag

Kumula Bahali canal

କେନ୍ଦୁଝର: କୁମୁଳା ବାହାଳି ନାଳରୁ ଅଜଣା ମୃତ ଦେହ ଉଦ୍ଧାର

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କରଡାପାଳ ଗ୍ରାମ ନିକଟ କୁମୁଳା ବାହାଳି ନାଳରୁ ଜଣେ ଅଚିହ୍ନା ଯୁବକର ଶବକୁ ଉଦ୍ଧାର କରିଛି ପୋଲିସ । ଏହି ଯୁବକଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।…