Browsing Tag

kunal kemmu

୧୨ ବର୍ଷ ପରେ ହୋଲି ଖେଳିଲେ କୁନାଲ ଖେମୁ, ଝିଅକୁ ଦେଲେ ସବୁ କ୍ରେଡିଟ୍‌

ଅଭିନେତା କୁନାଲ ଖେମୁ ୧୨ ବର୍ଷ ପରେ ଏଥର ହୋଲି ଖେଳିଛନ୍ତି। ଆଉ ଏହାର ପୂରା କ୍ରେଡିଟ୍‌ ସେ ତାଙ୍କ ଗେହ୍ଲୀ ଝିଅ ଇନାୟାକୁ ଦେଇଛନ୍ତି। କୁନାଲ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି, ‘ରଙ୍ଗ ଓ ଆନନ୍ଦକୁ ପୁଣିଥରେ ଆଣିବାରେ ଏବଂ ଆଉ ଥରେ ମୋ ପିଲାବେଳର ସ୍ମୃତି ମନେ ପକାଇବା…