Browsing Tag

kunal shrestha

ଗୋଡ ନାହିଁ କିନ୍ତୁ ଛୋଟ ପିଲାଟି ଏମିତି ଫୁଟବଲ ଖେଳୁଛି ଯେ ବଡ ବଡ ଖେଳାଳି ବି ହେବେ ଆଶ୍ଚର୍ଯ୍ୟ

ଶରୀରରେ କୌଣସି ଅଙ୍ଗର ଅଭାବ ମଣିଷକୁ ଦୁର୍ବଳ ଅନୁଭବ କରାଇଥାଏ। ଏହିଭଳି ବ୍ୟକ୍ତି ନିଜକୁ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅଲଗା ଭାବିଥାନ୍ତି। କିନ୍ତୁ ପୃଥିବୀରେ ଏମିତି କିଛି ମଣିଷ ଅଛନ୍ତି ଯିଏ ନିଜ ଆତ୍ମବଳକୁ ନହରାଇ ଆଗକୁ ବଢି ଚାଲନ୍ତି।ଆଜି ଆମେ ଆପଣଙ୍କୁ ଏମିତି ଏକ ମଣିଷ କଥା କହିବୁ ଯିଏ ବୟସରେ…