Browsing Tag

kurkure

କୁରକୁରେ, ଅଙ୍କଲ ଚିପ୍ସ ଓ ଲେଜ୍‌ କିଣିଲେ ମିଳିବ ୨ଜିବି ୪ଜି ଡାଟା, Airtel ଆଣିଲା ନୂଆ ଅଫର

ସ୍ମାର୍ଟଫୋନ୍‌ରେ ଅଧିକ ନେଟ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଯଦି ଆପଣ ଅଧିକ ନେଟ୍‌ ବ୍ୟବହାର କରୁଛନ୍ତି ତେବେ ରିଚାର୍ଜ ନ କରି ମାର୍କେଟରୁ ଚିପ୍ସ କିଣନ୍ତୁ। କାରଣ ଚିପ୍ସ କମ୍ପାନୀ ଏବେ ମାଗଣାରେ ଦେଉଛି ଡାଟାପ୍ଲାନ୍‌। ଠିକ୍‌ ପଢ଼ିଲେ ଆପଣ। ଏୟାରଟେଲ ଏବେ ଗ୍ରାହକଙ୍କ ପାଇଁ…