Browsing Tag

kurminsaka diwas

ଅଗଷ୍ଟ ୮ ଜାତୀୟ କୃମିନାଶକ ଦିବସ, ଏକ କୋଟି ୪୨ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଔଷଧ

ଭୁବନେଶ୍ବର(କେନ୍ୟୁଜ୍): ଅଗଷ୍ଟ ୮ ଜାତୀୟ କୃମିନାଶକ ଦିବସ । ଏହି ଦିନ ରାଜ୍ୟରେ ଏକ କୋଟି ୪୨ ଲକ୍ଷରୁ ଅଧିକ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସମନ୍ଵୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।…