Browsing Tag

kushum tete

ବିବାଦ ଘରରେ ବିଜେପି ବିଧାୟିକା କୁଶୁମ ଟେଟେ, ଅଫିସ୍‌ ଅଫ ପ୍ରଫିଟ୍‌ ମାମଲାରେ ହୋଇଛନ୍ତି ଛନ୍ଦି

ଭୁବନେଶ୍ବର: ବିବାଦ ଘରରେ ବିଜେପି ବିଧାୟିକା କୁଶୁମ ଟେଟେ । ଅଫିସ୍‌ ଅଫ ପ୍ରଫିଟ୍‌ ମାମଲାରେ ଛନ୍ଦି ହୋଇଛନ୍ତି କୁଶୁମ । ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ ନକରିବାରୁ ବିଜେପିରେ ଯୋଗ ଦେଇଥିଲେ । ବିଜେଡିରେ ଥିବା ସମୟରେ ତାଙ୍କୁ ସୁନ୍ଦରଗଡ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା…