Browsing Tag

Kuwaiti delegate

ପାକିସ୍ତାନୀ ଅଧିକାରୀଙ୍କ ଲଜ୍ଜାଜନକ କାଣ୍ଡ, କୁଏତ୍ ରାଷ୍ଟ୍ରଦୂତଙ୍କ ପର୍ସ ଚୋରି କରି ଧରାପଡିଲେ

ପୁଣି ବିଶ୍ବଦରବାରରେ ନିନ୍ଦିତ ହେଲା ପଡୋଶୀ ପାକିସ୍ତାନ । ଚୋରି କରିବା ସମୟରେ ଧରା ପଡିଛନ୍ତି ପାକିସ୍ତାନୀ ବ୍ଯୁରୋକ୍ରାଟ୍ । ଏକ ଉଚ୍ଚସ୍ତରୀୟ ବୈଠକରେ କୁଏତ୍ ରାଜଦୂତ ହୈଦର ଖାନଙ୍କ ପର୍ସ ଚୋରି କରିବା ସମୟରେ ସେ ଧରାପଡିଛନ୍ତି । ଆଉ ବରିଷ୍ଠ ଅଧିକାରୀଙ୍କ ଏହି ଲଜ୍ଜାଜନକ କାମ କ୍ଯାମେରାରେ…