Browsing Tag

KXIP Vs KKR

କୋଲକତା ଠାରୁ ମ୍ୟାଚ ଛଡାଇନେଲା ପଞ୍ଜାବ, ୮ ଓ୍ଵିକେଟରେ ପରାସ୍ତ ହେଲା କୋଲକତା

ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୪୬ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଛି କିଙ୍ଗସ୍ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୨ଟି ୱିକେଟ ହରାଇ ୧୫୦ ରନ୍ କରି ବିଜୟ ହାସଲ କରିଛି।…

ଆଜି କୋଲକତା ନାଇଟ ରାଇଡର୍ସ ସହିତ ମୁହାଁମୁହିଁ ହେବ କିଙ୍ଗସ୍‌ ଇଲେଭେନ ପଞ୍ଜାବ, କ୍ରିସ୍‌ ଗେଲ୍‌ଙ୍କୁ ମଇଦାନକୁ…

ଆଜି ଆଇପିଏଲ ୨୪ତମ ମ୍ୟାଚରେ ଆଜି କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ସାମ୍ନାସାମ୍ନି ହେବେ। ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇବା ପରେ ନାଇଟ୍ ରାଇଡର୍ସ ମନୋବଳ ଦୃଢ ହୋଇଛି। ଅନ୍ୟପଟେ ୪ଟି ମ୍ୟାଚ୍ ହାରିଥିବା କିଙ୍ଗ୍ସ ଇଲେଭେନ ଏବେ ଚାପରେ ରହିଛି। ଆଜି ଦଳ ପରାଜୟଧାରା…