Browsing Tag

Kyiv

କିଭ୍‌ ଉପରେ ରୁଷର ମିସାଇଲ ହମଲା : ଚାରିଆଡେ ଧୂଆଁମୟ, ଆକ୍ରମଣରେ ୬ ମୃତ ୧୦ ଆହତ

ନୂଆଦିଲ୍ଲୀ : କିଭ୍‌ ଉପରେ ରୁଷର ହମଲା । କିଭ୍‌ ଉପରେ ରୁଷର ମିସାଇଲ ହମଲା । ଯୁଦ୍ଧ ରୋକିବା ପାଇଁ ଜାତିସଂଘ ସମେତ ବିଭିନ୍ନ ଦେଶର ଅପିଲ କରିବା ପରେବି, କାହା କଥା ଶୁଣି ନାହିଁ ମସ୍କୋ । ୟୁକ୍ରେନର ବିଭିନ୍ନ ସହର ଉପରେ ଏବେ ବି ଆକ୍ରମଣ ଜାରି ରଖିଛି ପୁଟିନ ସେନା । ଏପରିକି ସଂଯୁକ୍ତ…

କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ ଋଷ ସେନା , ଘନ ଘନ ବୋମା ବର୍ଷାରେ କମ୍ପିଲା ୟୁକ୍ରେନ

ନୂଆଦିଲ୍ଲୀ : କିଭକୁ ଘେରୁଛି ରୁଷ ସେନା । ଯେ କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ । ପୂର୍ବ ଓ ପଶ୍ଚିମରୁ ଘେରୁଛି ରୁଷ ସେନା । କିଭ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘନ ଘନ ବୋମାବର୍ଷା । ସାଇରନ ଶବ୍ଦରେ କମ୍ପିଲା ୟୁକ୍ରେନ । ସବୁ ଅଞ୍ଚଳରେ ଋଷ କରିବ ଏୟାର ଷ୍ଟ୍ରାଇକ୍‌ । ୟୁକ୍ରେନର ସବୁ…

କିଭ୍‌ର ଅତି ନିକଟରେ ରୁଷ ସେନା: କିଭ୍‌ ନିକଟରେ ୮ଟି ବଡ ବିସ୍ଫୋରଣର ଶଦ୍ଦ ଶୁଭିଛି

କେନ୍ୟୁଜ୍(ବ୍ୟରୋ): କିଭ୍‌ର ଅତି ନିକଟରେ ରୁଷ ସେନା । ୟୁକ୍ରେନ ରାଜଧାନୀ କିଭ୍‌ ଦଖଲ ପାଇଁ ରୁଷ ସେନା ଆଗକୁ ମାଡୁଥିବା ବେଳେ ଚାଲିଛି ନିର୍ଣ୍ଣାୟକ ଲଢ଼େଇ । ରୁଷ- ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ । କିଭ୍‌ ନିକଟରେ ୮ଟି ବଡ ବିସ୍ଫୋରଣର ଶଦ୍ଦ ଶୁଭିଛି । କିଭ୍‌ ସମେତ ବୁକା, ଇରପିନ୍‌ ଓ…