Browsing Tag

labor protest

ଯାଜପୁର: ୩୦ ଘଣ୍ଟା ବନ୍ଦୀ ରହିବା ପରେ ଗେଷ୍ଟ ହାଉସରୁ ବାହାରକୁ ବାହାରିଲେ ମେସ୍କୋ ଗ୍ରୁପ ସିଏମ୍‌ଡି ରୀତା ସିଂ

ଯାଜପୁର(କେନ୍ୟୁଜ୍): ମୁକୁଳିଲେ ମହିଳା ଶିଳ୍ପପତି। ୩୦ ଘଣ୍ଟା ବନ୍ଦୀ ରହିବା ପରେ ଗେଷ୍ଟ ହାଉସରୁ ବାହାରକୁ ବାହାରିଲେ ମେସ୍କୋ ଗ୍ରୁପ ସିଏମ୍‌ଡି ରୀତା ସିଂ। ତାଙ୍କୁ ଗେଷ୍ଟ ହାଉସରୁ ବାହାରକୁ ଆଣିଲା ପୋଲିସ। ଯାଜପୁର ଜିଲ୍ଲା କଳିଙ୍ଗନଗରର ମଇଥାନ ଇସ୍ପାତ କାରଖାନାରେ ତେଜିଛି ଶ୍ରମିକ…