Browsing Tag

labor rescued

ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ମୁକୁଳିଲେ ତେଲେଙ୍ଗାନାରେ ବନ୍ଧା ପଡିଥିବା ୩୩ ଓଡ଼ିଆ ଦାଦନ, ଏବେବି ୨ଜଣ ଅଟକ

ମୁକୁଳିଲେ ତେଲେଙ୍ଗାନାରେ ବନ୍ଧା ପଡିଥିବା ୩୩ ଓଡ଼ିଆ ଦାଦନ। ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ୩୩ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ୨ଜଣ ଅଟକ ଅଛନ୍ତି। ଉଦ୍ଧାରମାନେ ହେଲେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଯୋଗୀନ୍ଦ୍ରନାଥପୁର ଗାଁର । ଗତବର୍ଷ ଡିସେମ୍ବର ମାସରେ…