Browsing Tag

labour after walking 277k.m on the way to home

ମଜ୍‌ଦୁରି ପାଇଁ ଯାଇ ଫସିଗଲେ : ଅମୃତସରରୁ ଚାଲିଲେଣି ୬ ଦିନରେ ୨୭୭ କି.ମି ଘର ଯାଏ ଚାଲିବେ ଆହୁରି ୬୦୦ କି.ମି

କରୋନା ଭାଇରସ ପାଇଁ ସାରା ଭାରତ ଏବେ ଲକ୍‌ଡାଉନ୍‌ । ବିଭିନ୍ନ କାମ ଧନ୍ଦାରେ ଲୋକେ ବାହାରକୁ ଯାଇ ଫସି ଯାଇଛନ୍ତି । ଟ୍ରେନ୍‌, ବସ୍‌ ଓ ବିଭିନ୍ନ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ଲୋକେ ଆଉ ଫେରି ପାରିନାହାଁନ୍ତି ଘରକୁ । ଦେଶର ବିଭିନ୍ନ ସ୍ଥାନରେ ଅଟକି ଯାଇଥିବା ଏହି ଶ୍ରମଜୀବୀମାନେ ଭୋକ…