Browsing Tag

labour charge increased

ବଢିଲା ଶ୍ରମିକଙ୍କ ମଜୁରୀ, ଜାଣନ୍ତୁ କେତେ ଥିଲା କେତେ ହେଲା

ବଢିଲା ଶ୍ରମିକଙ୍କ ମଜୁରୀ । ରାଜ୍ୟରେ ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୦୦ରୁ ୨୮୦କୁ ବୃଦ୍ଧି ହୋଇଛି । କୁଶଳୀ ଶ୍ରମିକଙ୍କ ମଜୁରୀ ୨୪୦ରୁ ୩୭୦କୁ ବଢ଼ିଛିି । ସେହିପରି ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ରୁ ୪୩୦କୁ ବୃଦ୍ଧି କରାଯାଇଛି ।…