Browsing Tag

labour dead body

ଖୋର୍ଦ୍ଧା ଟାଙ୍ଗି କାଳୁପଡ଼ାରେ ଗହିର ମଝିରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(କେନ୍ୟୁଜ୍): ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି କାଳୁପଡ଼ାରେ ଗହିର ମଝିରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ନାକ ଓ ପାଟିରୁ ରାକ୍ତ ବାହାରୁଥିବାର ଦେଖିବାକୁ ମିଳିଛି । ତେବେ ଅଂଶୁଘାତ…