Browsing Tag

labour death

ଆନ୍ଧ୍ରରେ ଗଲା ଓଡିଆ ଶ୍ରମିକଙ୍କ ଜୀବନ, ଶବ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବାଉଁଶଗାଁରେ ଶୋକାକୂଳ ପରିବେଶ। ଆନ୍ଧ୍ରପ୍ରଦେଶର ଓ୍ବେଷ୍ଟ ଗୋଦାବରୀ ଜିଲ୍ଲା ପାଲକୁର ଗ୍ରାମରେ ବାଉଁଶଗାଁର ରମେଶ ସବରଙ୍କର ମୃତ୍ଯୁ ଘଟିଛି। ରମେଶ ଗତ ତିନିବର୍ଷ ହେବ ରାଜମେଣ୍ଡ୍ରୀକୁ ଜୀବିକା ପାଇଁ ଯାଇଥିଲେ।…

ଭଦ୍ରକ : ଠିକାଦାର ଦୁଆରେ ମୃତଦେହ ରଖି ଧାରଣା

ଭଦ୍ରକ (କେନ୍ୟୁଜ୍‌) : ଜଣେ ଯୁବକଙ୍କ ମୃତ୍ୟୁ ପଛରେ ଠିକାଦାରଙ୍କ ହାତ ଥିବା ଅଭିଯୋଗ କରି ତାଙ୍କ ଘର ଦୁଆରେ ମୃତ ଦେହ ରଖିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଏଭଳି ଘଟଣା ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଙ୍ଗାଳିସାହି ଗାଁରେ ଘଟିଛି।…

ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ଏକ ଚିଙ୍ଗୁଡ଼ି ଫ୍ଯାକ୍ଟ୍ରିରେ ଅଘଟଣ: କାମ କରୁଥିବା ଗୁଣପୁରର ୬ଦାଦନ ଶ୍ରମିକ ବିଦ୍ୟୁତ୍…

ଗୁଣପୁର(କେନ୍ଯୁଜ୍): ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଚିଙ୍ଗୁଡ଼ି ଫ୍ଯାକ୍ଟ୍ରିରେ କାମ କରିବାକୁ ଯାଇ ଗୁଣପୁରର ୬ଜଣ ଦାଦନ ଶ୍ରମିକ ମୃତ। ସମସ୍ତ ଦାଦନ ଶ୍ରମିକ ବିଦ୍ୟୁତ୍ ଆଘାତରେ ମୃତ୍ଯୁବରଣ କରିଥିବା ସୂଚନା ମିଳିଛି। ଗୁଣପୁର ମୋତିଲାଲ ନଗରର ଜଣେ ଓ ଭୀମପୁର ପଞ୍ଚାୟତର ୫ ଜଣ ବୋଲି ଜଣାପଡିଛି ।…

ଦାଦାନ ଖଟିବାକୁ ଯାଇଥିଲେ ହେଲେ ଶବ ହୋଇ ଫେରିଲେ: ତାମିଲନାଡୁର ଏକ ସୂତାକଳରେ ଭୟାଭୟ ଅଗ୍ନିକାଣ୍ଡ, ଦୁଇ ଓଡିଆ ଯୁବକ ମୃତ

ଜଳେଶ୍ବର: ପରିବାର ପ୍ରତିପୋଷଣ ପାଇଁ ଓଡିଶା ରୁ ତାମିଲନାଡୁ ଯାଇଥିଲେ ଦାଦାନ ଖଟିବାକୁ। ମାତ୍ର ସେଠାରେ କମ୍ପାନୀରେ ନିଆଁ ଲାଗି ଲାଗିଯିବାରୁ ଅକାଳରେ ଚାଲିଗଲା ଦୁଇ ଜୀବନ। ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ନୟାବାଲି ଏବଂ ବିଷ୍ନୁପୁର ଗ୍ରାମର ଚାରି ଜଣ ଯୁବକ…

କାମ କଲା ବେଳେ ଛାତରୁ ଖସି ପଡ଼ି ଶ୍ରମିକର ମୃତ୍ୟୁ

ଯାଜପୁର ଟାଉନ୍ : ଛତରୁ ଖସି ଶ୍ରମିକର ମୃତ୍ୟୁ । ଯାଜପୁର ଜିଲ୍ଲା କୁଆଖିଆ ଥାନା ନରସିଂହପୁର ଗାଁରେ ଅଘଟଣ । ଗାଁର ସୁଶାନ୍ତ ପାତ୍ରଙ୍କ ଘର କାମ କରୁଥିବା ଶ୍ରମିକ ଛାତରୁ ଖସିପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ହେଲେ ଗୌରଶ୍ୟାମ ପାଟଣା ଗାଁର ବାବୁଲି ସାହୁ । ବାବୁଲି ଛାତ ଉପରେ କାମ…

ପଥର ଖଣିରେ ମୃତ୍ୟୁ, କ୍ରସର୍‌ ମେସିନ୍‌ରେ ଚାପି ହୋଇ ମରିଗଲେ ଶୁକୁଟା

ବାଂଶପାଳ (କେ ନ୍ୟୁଜ୍‌) : ବିନା ସୁରକ୍ଷାରେ ପଥର ଖଣିରେ କାମ କରୁଥିଲେ ଶ୍ରମିକ । ଦୁର୍ଘଯଣା ଘଟିଲା ଆଉ ଚାଲିଗଲା ଜଣେ ଯୁବକର ଜୀବନ । ଆଜି ସକାଳ ପ୍ରାୟ ୧୦ଟା ବେଳେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣିଡିହି ଗ୍ରାମରେ ଏହି ଘଟଣା ଘଟିଛି । ଏଠାକାର ମା ତାରିଣୀ ମାଇନିଙ୍ଗ…

ଝାରସୁଗୁଡା ବନହରପାଲି ପାଉଁଶ କାରଖାନାରେ ହପର ଦୁର୍ଘଟଣା ଘଟଣା, ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

 ଝାରସୁଗୁଡା :  ଝାରସୁଗୁଡା ଜିଲ୍ଲା ବନହରପାଲି ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଘଟିଥିବା ଅଘଟଣକୁ ନେଇ ଆସିଲା ଦୁଃଖଦ ଖବର । କେନ୍ଦ୍ରର ୩ ନମ୍ବର ୟୁନିଟ ପାଉଁଶ କାରଖାନାରେ ହପର ଦୁର୍ଘଟଣାରେ ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶ୍ରମିକ ଜଣଙ୍କ…

ଢେଙ୍କାନାଳ: ଭୁବନ ବ୍ଲକ କଂସରଗୋଡ଼ା ବିଦ୍ୟୁତ ଗ୍ରୀଡରେ ଅଘଟଣ, କାର୍ଯ୍ୟରତ ଝାଡ଼ଖଣ୍ଡ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ(କେନ୍ୟୁଜ୍): ବିଦ୍ୟୁତ ଗ୍ରୀଡ଼ରେ କାର୍ଯ୍ୟରତ ଝାଡ଼ଖଣ୍ଡ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଂସରଗୋଡ଼ା ବିଦ୍ୟୁତ ଗ୍ରୀଡରେ ଏହି ଅଘଟଣ ଘଟିଥି। ମୃତକ ଜଣକ ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ବିଷ୍ଣୁଗଡ଼ ଥାନା କେଳୁଜଳା ଗାଁର ଲକ୍ଷ୍ମଣ ମୁର୍ମୁ। ଆଜି ସକାଳେ…

କାମ କରୁଥିବା ସମୟରେ ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ଵା

ବାଲେଶ୍ବର(କେନ୍ୟୁଜ୍) : ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ଵା। ସୋର ସାଳନ୍ଦୀ ଆମ୍ବହୋତା ବାମପାର୍ଶ୍ୱ କେନାଲ ନିକଟରେ ଏହି ଅଘଟଣ ଘଟିଛି। କେନାଲ କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି। ଶ୍ରମିକମାନେ କାମ କରୁଥିବା ସମୟରେ ସେମାନଙ୍କ ଉପରେ ହାଇଓ୍ଵା ଚଢିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…

ପିଚୁ ମେସିନ୍‌ରେ ଗଲା ଶ୍ରମିକଙ୍କ ପ୍ରାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପିଚୁ ମେସିନ୍‌ରେ ପଶିଗଲା ଦେହକୁ ଶୀତରୁ ରକ୍ଷା କରୁଥିବା ଚାଦର । ଆଉ ସେଥିରେ ପେଶି ହୋଇଗଲେ ଜଣେ ଶ୍ରମିକ । ଏଇ ଘଟଣା ଗତକାଲି ରାତିରେ ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନସ୍ଥ ବ୍ରହ୍ମେଶ୍ୱରପାଟଣା ଠାରେ । ଏଠାରେ ଥିବା ଏକ ଗ୍ୟାସ ଗୋଦାମ ନିକଟରେ…

ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣ ଘଟଣା : ଆଉ ଜଣେ ଆହତ ଶ୍ରମିକ ମୃତ୍ୟୁ

ଆନ୍ଧ୍ରପ୍ରଦେଶ : କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ଗୁରୁତର ଆହତ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବି. ଟି. ନୂଆଗାଁର ପାଣ୍ଡବ ଲେଙ୍କା । ଗୁରୁବାର ଅଧିକ ଚିକିତ୍ସା ପାଇଁ କୁର୍ଣ୍ଣୁଲ୍ ମେଡିକାଲରୁ ବିଶାଖାପାଟଣା ସ୍ଥାନାନ୍ତର ଯିବା…

ଜିନ୍ଦଲ ପେଲେଟ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦୁଝର: ଯୋଡା ଦେଓଝର ଠାରେ ଥିବା ଜିନ୍ଦଲ ପେଲେଟ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ଶ୍ରମିକମାନେ ପ୍ଲାଣ୍ଟ ଫାଟକ ସାମ୍ନାରେ ଧାରଣା ଦେଇଥିଲେ। ତେବେ ମୃତକଙ୍କ ପୁଅକୁ ଚାକିରି ଓ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ବିଳମ୍ବିତ…