Browsing Tag

labour death in jharsuguda

କନଭେନର ବେଲ୍ଟରେ ଫସି ଶ୍ରମିକଙ୍କ ମୃତ୍ୟୁ

ଝାରସୁଗୁଡ଼ା(କେନ୍ଯୁଜ୍) : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ବୁନ୍ଦିଆ ଭୂତଳ କୋଇଲାଖଣି ରେ ଅଘଟଣ। କନଭେନର ବେଲ୍ଟ ରେ ଫସି କୋଇଲାଖଣି ଶ୍ରମିକ ଦୀନବନ୍ଧୁ କାଞ୍ଜିଙ୍କ ମୃତ୍ୟୁ ହୋଇଛି। ଦୀନବନ୍ଧୁ ଆଜି ସକାଳେ ୯.୩୦ ଟାରେ ପ୍ରାୟ କାମ କରିବାକୁ ଯାଇଥିଲେ। ସେଠାରେ କନଭେନର ବେଲ୍ଟ ଆରମ୍ଭ…