Browsing Tag

labour injured

ପୁଣି ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଦୁର୍ଘଟଣା, କଏଲ ଲୋଡିଂ ସମୟରେ କଟିଲା ଶ୍ରମିକଙ୍କ ଗୋଡ

ପାରାଦୀପ(କେନ୍ୟୁଜ୍): ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ପୁଣି ଦୁର୍ଘଟଣା। କଏଲ ଲୋଡିଂ ସମୟରେ କଟିଲା ଶ୍ରମିକଙ୍କ ଗୋଡ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଓସ୍ତର ଗାଁର ମନୋଜ ମଲ୍ଲିକ। ଦୁର୍ଘଟଣା ପରେ କ୍ଷତିପୂରଣ…