Browsing Tag

Labourer became corerpati

ଦିନ ମଜୁରିଆର ଭାଗ୍ୟ : ଧାର କଲେ ୨୦୦, ଲଟେରୀ ଉଠିଲା ଦେଢ଼ କୋଟି

ସାରଙ୍ଗପୁର (ପଞ୍ଜାବ) : କଥାରେ ଅଛି ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏମିତି ଘଟଣା ଘଟିଛି ପଞ୍ଜାବ ସଙ୍ଗରୁର ଜିଲ୍ଲା ଅନ୍ତର୍ଗତ ମାଣ୍ଡବି ଗ୍ରାମରେ । ଏହି ଗାଁର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ବଦଳିଗଲା । ୨୦୦ ଟଙ୍କା ଧାର କରି ଲଟେରୀ ଟିକେଟ୍ କିଣିଥିଲେ । ଉଠିଲା ଦେଢ଼ କୋଟି…