Browsing Tag

lack of adequate nutrition

ଭାଇର ଚିକିତ୍ସା ପାଇଁ ପଇସା ବଞ୍ଚାଉଥିଲା ଭଉଣୀ, ୫ ବର୍ଷ ଧରି ଖାଉଥିଲା ଭାତ ଆଉ ଲଙ୍କା! ପରେ ଭୋଗିଲା ଏଭଳି କଷ୍ଟ

ଗୁଇୟାଙ୍ଗ୍‌ ସହରର ବୁ ହୁୟାନ୍‌ ନାମ୍ନୀ ଯୁବତୀ ନିଜ ଛୋଟ ଭାଇର ଚିକିତ୍ସା ପାଇଁ ଗତ ୫ ବର୍ଷ ହେବ ପ୍ରତିଦିନ ମାତ୍ର ୨୧ ଟଙ୍କା ଖର୍ଚ୍ଚ କରି ଆସୁଥିଲେ। ସେ କେବଳ ଭାତ ଏବଂ ଲଙ୍କା ଖାଇ ଜୀବନ ବିତାଉଥିଲେ। ତେବେ ଲମ୍ବା ସମୟ ଧରି ନ୍ୟୁଟ୍ରିଶନ ନ ମିଳିବାରୁ ତାଙ୍କୁ ଶ୍ୱାସ ନେବାରେ ବହୁତ କଷ୍ଟ…