Browsing Tag

lack of rain fall

ବଲାଙ୍ଗିର: ବର୍ଷା ଅଭାବରୁ ଉଜୁଡିଲାଣି ଚାଷ, ମୁଣ୍ଡରେ ହାତ ଦେଇ ବସିଛି ବାଲସଦା ଗାଁର ଚାଷୀ

ଆଷାଢ ଯାଇ ଶ୍ରାବଣ ହେଲା, ହେଲେ ବର୍ଷାର ଦେଖା ମିଳିଲାନି । ଏଭଳି ପରିସ୍ଥିତିର ଚାଷୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଗତବର୍ଷ ପରି ଏବର୍ଷ ମଧ୍ୟ ମରୁଡିର ଆଶଙ୍କା ଦେଖାଗଲାଣି । ବଲାଙ୍ଗିର ଜିଲ୍ଲା ଧାମନଡଙ୍ଗା ପଞ୍ଚାୟତ ବାଲସଦା ଗାଁରେ ଏଭଳି ସମସ୍ୟା ଦେଖାଦେଇଛି । ତେଣୁ ଆଗକୁ ଚାଷୀମାନେ…