Browsing Tag

ladakh

ଦେବଦୂତ ସାଜିଲେ ଭାରତୀୟ ସେନା ଯବାନ! ବସ୍‌ ଓଲଟି ଫସି ରହିଥିବା ୧୨ ଯାତ୍ରୀଙ୍କୁ ସୁରକ୍ଷିତ କଲେ ଉଦ୍ଧାର

ଲଦାଖ: ଏଠାରେ ଶ୍ୟୋକ୍‌-ଦୁର୍ବୁକ୍‌ ରାସ୍ତାରେ ଦୁଇ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଏକ ବସ୍‌ ରାସ୍ତା ଉପରେ ଓଲଟି ପଡ଼ିବାରୁ ସେଥିରେ ୫ ଛୁଆ ସମେତ ୧୨ ଯାତ୍ରୀ ଫସି ରହିଥିଲେ। ଆଉ ଏତିକି ବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ ଭାରତୀୟ ସେନାର ଯବାନ।…

ଆମ ଦେଶରେ କିଛି ରୋଚକ ତଥ୍ୟ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମ ଦେଶ ଭାରତ, ଯେଉଁଠି ବିଦେଶୀ ପର୍ଯ୍ୟଟକଙ୍କର ସୁଅ ପ୍ରାୟ ପ୍ରତ୍ୟେକ ସମୟରେ ଦେଖିବାକୁ ମିଳିଥାଏ। କୁହାଯାଏ ସମସ୍ତଙ୍କର ପ୍ରିୟ ଦେଶ ହେଉଛି ଭାରତ। କାରଣ ସବୁ ଦେଶ ଅପେକ୍ଷା ଭାରତୀୟ ଜଳବାୟୁ ଶରୀର ପାଇଁ ଯେତିକି ଉପଯୋଗୀ ହୋଇଥାଏ ସେହିପରି ଖାଦ୍ୟର ମଧ୍ୟ କୌଣସି ଜବାବ ନଥାଏ। ଭାରତୀୟଙ୍କ…

ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ୪ ଲଦାଖ ଛାତ୍ରଙ୍କୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ ଅଣାଯାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସରେ ଜାନୁୟାରୀ…