Browsing Tag

ladens son

ଲାଡେନ ପୁଅ ସଂପର୍କରେ ସୂଚନା ଦେଲେ ମିଳିବ ଏକ ମିଲିୟନ ଡଲାର, ଘୋଷଣା କଲା ଆମେରିକା

ଓମାସା ବିନ ଲାଡେନର ପୁଅ ବିରୋଧରେ ଆମେରିକାର ପୁରସ୍କାର ରାଶି ଘୋଷଣା। ଅଲକାଏଦା ଆତଙ୍କବାଦୀ ଓସାମାର ପୁଅ ଆବୁ ହମଜା ସଂପର୍କରେ ସୂଚନା ପ୍ରଦାନକାରୀକୁ ଏକ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଛି ଆମେରିକା। ୨୦୧୧ରେ ଓସାମା ନିହତ ହେବା ପରେ ଆବୁ ହମଜା ଅଲକାଏଦାର ମୁଖ୍ୟ ଦାୟିତ୍ୱ ଗ୍ରହଣ…