Browsing Tag

ladkh cute girl singing video

ରାନୁ ମଣ୍ଡଳଙ୍କ ଭିଡିଓକୁ ଟକ୍କର ଦେଉଛି ଲଦାଖର ଏହି କୁନି ଝିଅର ଭିଡିଓ ‘ମା ତୁଝେ ସଲାମ୍‌’

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ରାନୁ ମଣ୍ଡଳଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏବେ ରାନୁ ମଣ୍ଡଳଙ୍କ ପରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହା ରାନୁ ମଣ୍ଡଳଙ୍କର ନୁହେଁ ବରଂ ଲଦାଖର ଜଣେ ଛୋଟ ଝିଅର ରହିଛି। ଯିଏକି ବହୁତ ପ୍ରାଞ୍ଜଳ ଭାବେ…