Browsing Tag

lady dalal arrested

ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦଲାଲି କରୁଥିବା ମହିଳା ଗିରଫ

ନୟାଗଡ଼(କେନ୍ୟୁଜ୍) : ଦଲାଲି ନାଁରେ ଲୋକଙ୍କୁ ଠକୁଥିବା ମହିଳା ଗିରଫ। ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦଲାଲି କରୁଥିବା ମହିଳାଙ୍କୁ ଗିରଫ କରିଛି ପୋଲିସ। ଇଟାମାଟି ଥାନା ବାଲିକୁଦିଆ ଗାଁର ବାସନ୍ତୀ ଘଡ଼େଇ ନାମକ ମହିଳା ଦୀର୍ଘଦିନ ଧରି ଜିଲ୍ଲାପାଳଙ୍କ ଅଫିସ ଭିତରେ ବୁଲିବୁଲି ଲୋକଙ୍କୁ…