Browsing Tag

lady don arrested

ରାଜଧାନୀରେ କଙ୍ଗାରୁ କୋର୍ଟ, ବସ୍ତିର ଲେଡି ଡନ୍‌ ଗିରଫ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ କଙ୍ଗାରୁ କୋର୍ଟ। ବସ୍ତିରେ ଲେଡି ଡନ୍‌ଙ୍କ ଗୁଣ୍ଡାଗିରି। ୨ଯୁବକଙ୍କୁ ବାନ୍ଧି ରାସ୍ତାରେ ଚଳାଉଥିଲେ ଲେଡି ଡନ୍‌।   ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଏୟାରଫିଲ୍ଡ ଥାନା ଆଜାଦନଗର ଅଭିରାମ ବସ୍ତିର ବୋଲି ସୂଚନା ମିଳିଛି।…