Browsing Tag

lady in pond

ଦୀର୍ଘ ୨୦ ବର୍ଷ ଧରି ପାଣି ଭିତରେ ରହୁଛନ୍ତି ଏହି ମହିଳା, ଖାଇବା ବି ପୋଖରୀରେ କିନ୍ତୁ କାହିଁକି ଜାଣନ୍ତୁ

ଶୀତ ଋତୁ ଜାରୀ ରହିଛି। ଏମିତିରେ ବାହାରକୁ ବାହାରିବା ମୁସକିଲ ହୋଇପଡୁଛି। ଭାରତରେ ଅନେକ ସହରରେ ଶୀତର ତାପମାତ୍ରା ଅଧିକ ଅଛି। ଅନେକ ଲୋକ ପାଣିକୁ ଛୁଇଁବାକୁ ଶହେ ଥର ଚିନ୍ତା କରନ୍ତି ତ ଆଉ କେହି ଶୀତୁଆ ସକାଳ ପାଗରେ ଗାଧୋଇବାକୁ ଡରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ…