Browsing Tag

lady IPS arrested

ରାଜଧାନୀରେ ଧରାପଡ଼ିଲା ନକଲି ମହିଳା ଆଇପିଏସ୍

ଭୁବନେଶ୍ବର: ରାଜଧାନୀରେ ଧରାପଡ଼ିଲା ନକଲି ମହିଳା ଆଇପିଏସ । ନିଜକୁ ଆଇପିଏସ ପରିଚୟ ଦେଇ ପୋଲିସ ରିଜର୍ଭକୁ ଫୋନ କରି କନେଷ୍ଟବଳଙ୍କ ଡ୍ୟୁଟି ଚେଞ୍ଜ କରିବାକୁ ଚାପ ପକାଉଥିଲେ । କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚାରଉଚରା କରିଛି । ତା ନାଁ ଶର୍ମିଷ୍ଠା ବେହେରା । ସେ ପୋଲିସର…