Browsing Tag

lady naxal surrender

ରାୟଗଡ଼ା : ପୋଲିସ୍‌ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା (କେ ନ୍ୟୁଜ୍‌) : ରାୟଗଡା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ତାଙ୍କ ନାଁ ପାର୍ବତୀ ପଦମ୍‌ । ତାଙ୍କ ଘର ଛତିଶଗଡ ବିଜାପୁର ଓ୍ଵାଚମ୍‌ ଗାଁର । ଦୀର୍ଘ ୨ବର୍ଷ ଧରି ସେ ଇନ୍ଦ୍ରାବତୀ ଦଲମ୍‌ ଓ ବାସଧାରା-ଘୁମୁସର ଓ ନାଗାବଳୀ ଡିଭିଜନରେ କାମ କରୁଥିଲେ ।…