Browsing Tag

lady police officer

ପୋଲିସ ହେବ ତ ଏମିତି! ହାତରେ ଲାଠି ଧରି ଅମାନିଆଙ୍କୁ ସାବାଡ୍‌ କରୁଛନ୍ତି ୫ ମାସର ଗର୍ଭବତୀ ଡିଏସ୍‌ପି ଶିଳ୍ପା ସାହୁ

ହାତରେ ଲାଠି ଓ ଦେହରେ ପୋଲିସ ବର୍ଦ୍ଦି। ଧୁ ଧୁ ଖରାରେ ବି ନିଜ ଡ୍ୟୁଟି କରୁଛନ୍ତି ଏହି ମହିଳା ପୋଲିସ ଅଫିସର ଜଣକ। ଏହି ପୋଲିସ ଅଫିସର ଏବେ ୫ ମାସର ଗର୍ଭବତୀ। ତଥାପି ସେ ଆରାମ ନ କରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି ନିଜ ଦାୟିତ୍ୱ ତୁଲାଇବାକୁ। ଏହି ଦବଙ୍ଗ ଲେଡି ଅଫିସର ହେଉଛନ୍ତି ଡିଏସ୍‌ପି…