Browsing Tag

lakes are losing oxygen

ବିଶ୍ୱର ସବୁ ହ୍ରଦରୁ କମୁଛି ଅମ୍ଳଜାନ, ଜଳଜୀବ ଓ ମାନବ ସମାଜ ପ୍ରତି ସୃଷ୍ଟି ହେବ ବଡ଼ ବିପଦ

ପୃଥିବୀ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ବିଶ୍ୱର ବିଭିନ୍ନ ହ୍ରଦରେ କମିବାରେ ଲାଗିଛି ଅମ୍ଳଜାନ ବା ଅକ୍ସିଜେନ୍‌ର ସ୍ତର । ଯାହା ଏଥିରେ ରହୁଥିବା ଜଳଜୀବଙ୍କ ବିନାଶର କାରଣ ସାଜି ପାରେ । ତେବେ ଏସବୁ ଶୁଣା କଥା କି ଗୁଜବ ନୁହେଁ । ବିଶେଷଜ୍ଞମାନେ ଗବେଷଣା କରି ଏହି ସୂଚନା ଦେଇଛନ୍ତି ।…