Browsing Tag

lakhimpur kheri

ହରିଦ୍ବାର ଦର୍ଶନ ହେଲା ଶେଷ ଯାତ୍ରା : ଗଛରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌, ୧୦ ଶ୍ରଦ୍ଧାଳୁ ମୃତ, ୭ ଗୁରୁତର

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଖବର ଉତ୍ତର ପ୍ରଦେଶର ପିଲିଭିତ୍ ଜିଲ୍ଲାର ଗଜରୌଲା ଥାନା ଅଞ୍ଚଳରୁ ଆସିଛି । ଆଜି ସକାଳେ ଜାତୀୟ ରାଜପଥରେ ୧୭ ଜଣ ଭକ୍ତଙ୍କ ଭରପୂର ଏକ ପିକଅପ୍ ଅନିୟନ୍ତ୍ରିତ ହୋଇ ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଏହି ଦୁର୍ଘଟଣାରେ ପିକଅପ୍…