Browsing Tag

lakhyadeep

ଲାକ୍ଷାଦ୍ଵୀପରେ ପାକିସ୍ତାନ ନୌସେନାକୁ ଧୂଳି ଚଟେଇ ଥିଲେ ଭାରତର ଏହି ଲୌହ ମାନବ

ଭାରତର ଭୂ- ଭାଗର ଏକତ୍ରୀକରଣରେ ମୁଖ୍ୟ ଭୂମିକା ନିଭେଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ ତମ ଜନ୍ମ ଦିବସ ଆଜି ଦେଶ ସାରା ପାଳିତ ହେଉଛି । ଭାରତ ସ୍ୱାଧୀନତା ପାଇବା ପରେ ଦେଶର ଖଣ୍ଡ ବିଖଣ୍ଡ ଅଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ଭାରତର ନିର୍ମାଣ କେବଳ ତାଙ୍କ ପାଇଁ ସମ୍ଭବ ହୋଇପାରିଥିଲା ।…