Browsing Tag

lakshya

ତୀରନ୍ଦାଜୀ ଉପରେ ନିର୍ମିତ ପ୍ରଥମ ଫିଲ୍ମ ‘ଲକ୍ଷ୍ୟ’ରେ ନଜର ଆସିବେ ନାଗା ଶୌର୍ଯ୍ୟ, ସାମ୍ନାକୁ ଆସିଲା ରିଲିଜ୍‌ ତାରିଖ

ତୀରନ୍ଦାଜୀ ଉପରେ ନିର୍ମିତ ହେବାକୁ ଯାଉଛି ଭାରତବର୍ଷର ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସାଉଥ୍‌ ସିନେ ଷ୍ଟାର ନାଗା ଶୌର୍ଯ୍ୟ। ତେଲୁଗୁ ହିରୋ ନାଗା ଶୌର୍ଯ୍ୟଙ୍କର ଏହି ଆଗାମୀ ସ୍ପୋର୍ଟସ ଡ୍ରାମା ଫିଲ୍ମ ‘ଲକ୍ଷ୍ୟ’ ଡିସେମ୍ବର ୧୦ ତାରିଖରେ ପରଦାକୁ ଆସିବ। ଏହା ହେବ…