Browsing Tag

lal killa

୩୭୦ ବର୍ଷ ବୟସ୍କ ଲାଲକିଲ୍ଲାର କାହାଣୀ : କେବେ କୋହିନୂର ଚମକୁ ଥିଲା ତ ଆଉ କେବେ ହୋଇଥିଲା ରକ୍ତ ରଞ୍ଜିତ

ରାତି ପାହିଲେ ଦେଶ ପାଳିବ ୭୨ ତମ ସ୍ବାଧୀନତା ଦିବସ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟରେ ଲାଲକିଲ୍ଲାରେ ଦେଶକୁ ସମ୍ବୋଧିତ କରନ୍ତି । ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ଗର୍ବରେ ଦେଶବାସୀଙ୍କ ଛାତି ଚଉଡା ହୋଇଥାଏ ।…