Browsing Tag

lal krishna advani message to bjp

ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ; କହିଲେ ପ୍ରଥମେ ଦେଶ, ପରେ ଦଳ ଓ ଶେଷରେ ନିଜେ

ନୂଆଦିଲ୍ଲୀ(କେନ୍ୟୁଜ୍) : ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । କହିଛନ୍ତି ପ୍ରଥମେ ଦେଶ, ପରେ ଦଳ ଓ ଶେଷରେ ନିଜେ । ସେ ଏକ ବ୍ଲଗ ଲେଖି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ୫୦୯ ଶଦ୍ଦ ବିଶିଷ୍ଟ ଏହି ବ୍ଲଗର ଶୀର୍ଷକ ରହିଛି ନେସନ ଫାଷ୍ଟ, ପାର୍ଟି ନେକ୍ସଟ,…