Browsing Tag

lalthlamuani

ବଦଳିଲା ମିଜୋରାମ୍ ଇତିହାସ, ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଜଣେ ମହିଳା

ଦେଶର ଲୋକସଭା ନିର୍ବାଚନା ନେଇ ମାହୋଲ ବେଶ ଗରମ ରହିଛି। ତେବେ ମିଜୋରାମ୍ ଇତିହାସରେ ଦେଖିବାକୁ ମିଳିଛି ପ୍ରଥମ ଘଟଣା। ଏଠାରେ ପ୍ରଥମ ଥର ପାଇଁ ଜଣେ ମହିଳା ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ତାହା ପୁଣି ଭଗବାନଙ୍କ ଇଚ୍ଛାରେ। ଯଦି ସେ ବିଜୟ ହାସଲ କରିବେ, ତେବେ ମିଜୋରାମ୍ ନିର୍ବାଚନୀ…