Browsing Tag

lalu prasad yadav

କିଡ୍‌ନୀ ରୋଗରେ ଘାଣ୍ଟି ହେଉଛନ୍ତି ଲାଲୁ ପ୍ରସାଦ ଯାଦବ; ଚିକିତ୍ସା ପାଇଁ ଯିବେ ସିଙ୍ଗାପୁର; ଅନୁମତି ଦେଲେ ସ୍ୱତନ୍ତ୍ର…

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗମ୍ଭୀର କିଡ୍‌ନୀ ରୋଗରେ ପୀଡ଼ିତ। ବର୍ତ୍ତମାନ ସେ ନିଜର ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ। ଦୀର୍ଘ ଦିନରୁ ଅସୁସ୍ଥ ଥିବା ଲାଲୁଙ୍କ ଚିକିତ୍ସା ପାଇଁ କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି, ଫଳରେ ତାଙ୍କ ବିଦେଶ ଯିବା…

‘ପ୍ରତି ଦୁଇ ବର୍ଷରେ କାତି ଛାଡ଼ି ଥାଆନ୍ତି ନୀତୀଶ’! ଏମିତି ଦିନେ ନୀତୀଶଙ୍କୁ ସାପ ସହିତ କରିଥିଲେ ତୁଳନା; ଜାଣନ୍ତୁ କ’ଣ…

ବିହାରରେ ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆର୍‌ଜେଡି ସହ ମିଶି ଆଉ ଥରେ ସରକାର ଗଠନ କରିବାକୁ ଯାଉଛନ୍ତି। ସିଏମ୍‌ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ରାବଡ଼ି ଦେବୀଙ୍କ ବାସଭବନରେ ତେଜସ୍ୱୀ ଯାଦବଙ୍କ ସହିତ ବୈଠକ କରିଥିଲେ। ଏଥିରୁ ବିହାରରେ ପୁଣି ଥରେ ମହାମେଣ୍ଟ ସରକାର…

“ମୋ ବାପାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବାକୁ ଦିଆଯାଉନାହିଁ”, ଟ୍ୱିଟ କରି କ୍ଷୋଭ ପ୍ରକାଶ କଲେ ତେଜ…

ଦିଲ୍ଲୀ ଏମ୍ସରେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା ଚାଲିଛି । ଏହି ସମୟରେ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ହସ୍ପିଟାଲ ପ୍ରଶାସନ ଉପରେ ଏକ ବଡ ଆରୋପ ଲଗାଇଛନ୍ତି । ତେଜଙ୍କ କହିବା ଅନୁଯାୟୀ ଲାଲୁଙ୍କୁ ଏମ୍ସରେ ଗୀତା ପାଠ କରିବା ପାଇଁ ଦିଆଯାଉନାହିଁ ।…

ରେଳମନ୍ତ୍ରୀ ଥିବା ବେଳେ ଚାକିରି ନାଁରେ ଲୋକଙ୍କଠୁ ଜମି ଓ ଘର ଲୁଟିଛନ୍ତି ଲାଲୁ ଯାଦବ, ଏବେ ୧୭ଟି ସ୍ଥାନରେ ରେଡ୍‌…

ଚାରା ଘୋଟାଲା ମାମଲାରେ ନିକଟରେ ଜାମିନରେ ଆସିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ଯାଦବଙ୍କ ମୁସ୍କିଲ ପୁଣି ବଢିଯାଇଛି। ସିବିଆଇ ସ୍କାନରରେ ଆରଜେଡି ନେତା ଲାଲୁ ଯାଦବ । ସିବିଆଇ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ସ୍ଥାନରେ ଚଢଉ କରିଛି । ତାଙ୍କ ପତ୍ନୀ ରାବଡୀ ଦେବୀ ଓ…

ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍, ରାଞ୍ଚି CBI ସ୍ୱତନ୍ତ୍ର କୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ କାରାଦଣ୍ଡ କରାଯାଇଛି । ବିହାର ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଜେଲ ଦଣ୍ଡାଦେଶ ହୋଇଛି । ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ବେଆଇନ ପ୍ରତ୍ୟାହାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ…

ଗୋଖାଦ୍ୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ, ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ରାଞ୍ଚି ସିବିଆଇ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଲାଲୁଙ୍କ ସହିତ ଅନ୍ୟ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୧…

ବିଗିଡ଼ିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା, ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍‌ସକୁ…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର ହେଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବା ପରେ ଏମ୍‌ସ୍‌ ସ୍ଥାନାନ୍ତର ହୋଇଛି । ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଛି । ସେ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ, ରିମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି

ପାଟନା : ରାଷ୍ଟ୍ରୀୟ ଜନତା ଦଳ ସଭାପତି ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ଅଛନ୍ତି । ତାଙ୍କୁ ରିମ୍‌ସ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଫୁସ୍‌ଫୁସ୍‌ରେ ନିମୁନିଆ ପ୍ୟାଚେସ୍‌ ଥିବା ଦେଖାଯାଇଛି । ଶୁକ୍ରବାର ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟରେ କିଛିଟା…

ବିଗିଡିବାରେ ଲାଗିଛି ଲାଲୁଙ୍କ ସ୍ବାସ୍ଥ୍ଯବସ୍ଥା, ବାରମ୍ବାର କିଡନୀ ହେଉଛି ଖରାପ, ଡାକ୍ତର କହିଲେ ସ୍ଥିତି ଠିକ୍ ନାହିଁ

ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପ୍ରମୁଖ ଲାଲୁ ଯାଦବଙ୍କ ସ୍ବାସ୍ଥ୍ଯକୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଲାଲୁଙ୍କ କିଡନୀ ଦିନକୁ ଦିନ ଦୁର୍ବଳ…

ଆର୍‌ଜେଡି ନେତା ଲାଲୁଙ୍କୁ ନେଇ ଚିନ୍ତା ବଢ଼ିଲା, ସୁରକ୍ଷାରେ ଥିବା ୯ ଯବାନ୍‌ କରୋନା ପଜେଟିଭ୍‌

ରାଞ୍ଚି : ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଲାଲୁଙ୍କ ସୁରକ୍ଷାରେ ଥିବା ୯ ଯବାନ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ନୂଆ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ଅଗଷ୍ଟରେ ଲାଲୁଙ୍କୁ ରାଞ୍ଚି ରିମ୍ସ…

ଚାରା ଘୋଟାଲା ମାମଲା, ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ

ରାଞ୍ଚି: ଚାରା ଘୋଟାଲା ମାମଲାରେ ସଂପୃକ୍ତି ନେଇ ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ସିବିଆଇ ଅଦାଲତ ପକ୍ଷରୁ ତାଙ୍କୁ ୩୪ଟି ପ୍ରଶ୍ନ କରାଯାଇଥିଲା । ଏସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ଲାଲୁ । ପ୍ରାୟ ୨ ଘଣ୍ଟା ଧରି ବୟାନ ରେକର୍ଡ…

ନେତା ନୁହେଁ ଡାକ୍ତର ହେବାକୁ ଚାହୁଁଥିଲେ ଲାଲୁ ଯାଦବ, କିନ୍ତୁ ହେଙ୍ଗୁ ବିକ୍ରି କରିବା ବାଲା ବଦଳାଇଦେଲା ଜୀବନ

ଲାଲୁ ପ୍ରସାଦ ଯାଦବ । ଯାହାଙ୍କ ନାମ ହିଁ ତାଙ୍କ ପରିଚୟ । ୧୧ ଜୁନ୍‌ ୧୯୪୮ରେ ଜନ୍ମ ହୋଇଥିବା ଲାଲୁ ଆଜି ୭୨ ବର୍ଷରେ ପାଦ ଦେଇଛନ୍ତି । ବିଧାୟକ, ଦୁଇ ଥର ମୁଖ୍ୟମନ୍ତ୍ରୀ, ଲୋକସଭା ସାସଂଦ, ରାଜ୍ୟସଭା ସାଂସଦ ଏବଂ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ରୂପରେ ସେବା ଦେଇସାରିଥିବା ଲାଲୁ ଯାଦବ…