Browsing Tag

Lalu yadav

‘ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ’: ବିଜେପି ସରକାର ଭାଙ୍ଗିବା ପରେ ଏମିତି ଟ୍ଵିଟ୍‌ କଲେ ଲାଲୁଙ୍କ ଝିଅ

ବିହାରରେ ବିଜେପି ସରକାର ଭାଙ୍ଗିବା ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଇତି ମଧ୍ୟରେ ଲାଲୁଙ୍କ ଝିଅ ଏକ ଟ୍ଵିଟ୍‌ କରି ବିହାରରେ ଲାଲୁଙ୍କ ଖେଳ ଫେରିଛି ବୋଲି କହିଛନ୍ତି। ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଙ୍ଗ୍‌ ମେକର ବୋଲି ସମ୍ବୋଧନ କରି…

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଉତ୍ତମ ଚିକିତ୍ସା ପାଇଁ ଆଜି ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ ଏମ୍‌ସ

ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ପାଟନାର ପାରସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଦିଲ୍ଲୀ ଅଣାଯିବ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏଣୁ ତାଙ୍କୁ ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯିବ। ସୂଚନାଯୋଗ୍ୟ ଯେ ସିଡ଼ିରୁ…

ସିଡ଼ିରୁ ଖସି ପଡ଼ିଲେ ଲାଲୁ ପ୍ରସାଦ ଯାଦବ, ବେହୋସ୍‌ ଅବସ୍ଥାରେ ICUରେ ଭର୍ତ୍ତି…ଜାଣନ୍ତୁ ସ୍ୱାସ୍ଥ୍ୟାବସ୍ଥା

ରାଷ୍ଟ୍ରୀୟ ଜନତା ଦଳ (RJD) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ଲାଲୁ ଯାଦବ ସିଡ଼ିରୁ ଖସି ପଡ଼ିବା ପରେ ତାଙ୍କ କାନ୍ଧରେ ଫ୍ରାକ୍ଚର ହୋଇଥିଲା।…

ବଢ଼ିଲା ଲାଲୁଙ୍କ ଅଡୁଆ, ଦିଲ୍ଲୀ ଓ ବିହାରର ୧୭ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ : ବଢ଼ିଲା ଲାଲୁଙ୍କ ଅଡୁଆ । ନୂଆ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଦିଲ୍ଲୀ ଓ ବିହାରର ୧୭ଟି ସ୍ଥାନରେ ଆଜି ରେଡ୍ କରିଛି ସିବିଆଇ । ଲାଲୁଙ୍କ ସହ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ମଧ୍ୟ ସମାନ…

ରେଳମନ୍ତ୍ରୀ ଥିବା ବେଳେ ଚାକିରି ନାଁରେ ଲୋକଙ୍କଠୁ ଜମି ଓ ଘର ଲୁଟିଛନ୍ତି ଲାଲୁ ଯାଦବ, ଏବେ ୧୭ଟି ସ୍ଥାନରେ ରେଡ୍‌…

ଚାରା ଘୋଟାଲା ମାମଲାରେ ନିକଟରେ ଜାମିନରେ ଆସିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ଯାଦବଙ୍କ ମୁସ୍କିଲ ପୁଣି ବଢିଯାଇଛି। ସିବିଆଇ ସ୍କାନରରେ ଆରଜେଡି ନେତା ଲାଲୁ ଯାଦବ । ସିବିଆଇ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ସ୍ଥାନରେ ଚଢଉ କରିଛି । ତାଙ୍କ ପତ୍ନୀ ରାବଡୀ ଦେବୀ ଓ…

ବଜାରରେ ମିଳୁଛି ଲାଲୁ,ସଲମାନ ଓ ଶାହାରୁଖ ଛେଳି: ମୂଲ୍ୟ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରାଜସ୍ଥାନର ଝାଲାୱାର ଜିଲାରେ ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ୍‌କୁ ନେଇ ବଜାର ସରଗରମ ରହିଛି। ଇଦ ଅବସରରେ ଛେଳି ବଜାରରେ ଭିଡ ଜମିଛି। ବିକ୍ରି ପାଇଁ ଆସିଥିବା ଛେଳିଗୁଡିକୁ ଚଢା ଦର୍‌ରେ ବିକ୍ରି କରାଯାଉଛି। ଏହି ଛେଳିଗୁଡିକ କୌଣସି ସାଧାରଣ ଛେଳି ନୁହଁନ୍ତି, ଏମାନଙ୍କ ମଧ୍ୟରୁ…

ଲାଲୁ ଯାଦବଙ୍କୁ ବଡ଼ ଆଶ୍ୱସ୍ତି, ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ

ଲାଲୁ ଯାଦବଙ୍କୁ ବଡ଼ ଆଶ୍ୱସ୍ତି । ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ । ଡୁମକା ଟ୍ରେଜେରୀ ମାମଲାରେ ଜାମିନ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ । ୧ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ଜାମିନ ମିଳିଛି । ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଚାଲୁରହିଥିଲା । ଏପ୍ରିଲରେ…