Browsing Tag

lamp lighting

କିମ୍ସରେ ପାଳିତ ହୋଇଛି ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯

ଭୁବନେଶ୍ବର(କେନ୍ୟୁଜ୍): କିମ୍ସ ଅଡିଟୋରିୟମ୍‌ରେ ପାଳିତ ହୋଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଙ୍ଗ ସାଇନ୍ସର ଲ୍ୟାମ୍ପ ଲାଇଟିଙ୍ଗ ଆଣ୍ଡ ଓଥ ଟେକିଙ୍ଗ ସେରିମନି ୨୦୧୯। ଏଥିରେ ନର୍ସିିଂ ଷ୍ଟୁଡେଣ୍ଟମାନେ ଦୀପ ପ୍ରଜ୍ଜଳନ କରିବା ସହ ନିସ୍ୱାର୍ଥମୂଳକ ସେବା ପ୍ରଦାନ କରିବା ପାଇଁ ଶପଥ ନେଇଥିଲେ…