Browsing Tag

land grabbing case in sarua

ସାରୁଅ ଜମି କିଣାବିକା ମାମଲା: ଦୁଇ ଦିନିଆ ରିମାଣ୍ଡରେ ଗଲେ ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ

ଭୁବନେଶ୍ବର: ରିମାଣ୍ଡରେ ଗଲେ ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀ । ମନୋରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ହେଲେ ଦୁଇ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ…