Browsing Tag

land in moon

ଦୀର୍ଘ ୫୦ବର୍ଷ ପରେ ବି ଚନ୍ଦ୍ରରେ ରହିଛି ଆଷ୍ଟ୍ରୋନଟଙ୍କ ପାଦ ଚିହ୍ନ, ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ…ଜାଣନ୍ତୁ କାରଣ କଣ

ବର୍ତ୍ତମାନ ସମୟରେ ଯଦି କିଛି ନୂଆ ଘଟୁଛି ତେବେ ତାହା ସଂଗେ ସଂଗେ ଭାଇରାଲ ହେଉଚି । କୋଟି କୋଟି ଲୋକଙ୍କ ପାଖରେ ସେ ଖବର ଟଯାଇ ପହଞ୍ଚିଯାଉଛି । ଏମିତିରେ ଆପଣ ତ ଜାଣନ୍ତି ଲୋକଙ୍କର ବେଶୀ ଇଣ୍ଟ୍ରେଷ୍ଟ ହୁଏତ ସାଇନ୍ସ ନାହିଁ ତ ଏଣ୍ଟରଟେନମେଣ୍ଟକୁ ନେଇ । ଏହାରି ଭିତରେ ଖବର ଆସିଛି କି ବିଜ୍ଞାନ…

ଝିଅର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ଜହ୍ନରେ ଜାଗା କିଣିଲେ ବାପା-ମା, ଆଉ ଜନ୍ମଦିନରେ ଦେଲେ ଉପହାର

ଖୋର୍ଦ୍ଧା(କେନ୍ଯୁଜ୍): ପୁଣି ଥରେ ଚର୍ଚ୍ଚାରେ ବିସ୍ମୟ ବାଳିକା ସୋହିନୀ। ତାଙ୍କର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ତାଙ୍କ ୪ର୍ଥ ଜନ୍ମଦିନରେ ତାଙ୍କର ବାପା ମା ତାଙ୍କ ପାଇଁ କିଣି ଦେଇଛନ୍ତି ଚନ୍ଦ୍ର ପୃଷ୍ଠର ଜାଗା | ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କୁନି ଝିଅ ଯିଏ ଜହ୍ନରେ ନିଜ ଜାଗାର…