Browsing Tag

land less family

ଯାଜପୁର: ମଶାଣିରେ ଦିନ କାଟୁଛନ୍ତି ମନୁ ଯେନାଙ୍କ ପରିବାର, ସରକାରୀ ନିୟମର କଟକଣା ପାଇଁ ଯୋଜନାରୁ ବଞ୍ଚିତ 

ଦିନ ରାତି ମଶାଣିରେ କଟୁଛି ଜୀବନ । ରହିବା ପାଇଁ ଘରବାଡି ନାହିଁ । ନିଜର ଘର ନଥିବାରୁ ଏବେ ଗାଁ ମଶାଣି ଅଞ୍ଚଳ ପାଲଟିଯାଇଛି ତାଙ୍କ ଠିକଣା । ନା ଅଛି ବିଜୁଳି ନା ପାଣି । ତଥାପି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଏ ଗାଁରୁ ସେ ଗାଁ ବୁଲି ବୁଲି ପହଞ୍ଚିଛନ୍ତି ଯାଜପୁର ଦଶରଥପୁର ବ୍ଳକ…