Browsing Tag

land scam in sarua

ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲା: ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ

ଭୁବନେଶ୍ବର: ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ରାଜବବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ। ପୂର୍ବରୁ ୧୨ଦିନ ଧରି ଖୋର୍ଦ୍ଧା ସାରୁଅ ତରଙ୍ଗ ଷ୍ଡୁଡିଓ ଆଗରେ ଧାରଣାରେ ବସିଥିଲେ। ତୁରନ୍ତ ଜମି…

ବହୁ ଚର୍ଚ୍ଚିତ ସାରୁଅ ଜମି କେଳେଙ୍କରୀ ମାମଲା, ପୁଣି ଓଟିଭିର ଜଣେ କର୍ମଚାରୀ ଗିରଫ

ଖୋର୍ଦ୍ଧା: ବହୁ ଚର୍ଚ୍ଚିତ ସାରୁଅ ଜମି କେଳେଙ୍କରୀ ମାମଲା । ପୁଣି ଜଣେ ଓଟିଭି କର୍ମଚାରୀ ଗିରଫ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସାଇଟ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି ପୋଲିସ୍‌ ଖୋର୍ଦ୍ଧା ବାଘାମାରୀ…